28.1 C
Bhubaneswar
Monday, May 4, 2026
Homeଓଡିଶାରାହୁଲଙ୍କୁ ଜୟନାରାୟଣଙ୍କ ଜବାବ

ରାହୁଲଙ୍କୁ ଜୟନାରାୟଣଙ୍କ ଜବାବ

ଭୁବନେଶ୍ୱର: ରାହୁଲଙ୍କୁ  ଜୟନାରାୟଣଙ୍କ ଜବାବ ।  ସମ୍ବିଧାନକୁ ଆମେ ବଞ୍ଚାଉଛୁ କହିଲେ ଜୟନାରାୟଣ । କଂଗ୍ରେସ ସମ୍ବିଧାନକୁ ଧର୍ଷମ କରିଥିଲା ।  ୩୭୦ ଲଗାଇ ରାଜ୍ୟ ଭିତରେ ପାର୍ଥକ୍ୟ ଆଣିଥିଲେ ।  ଏହି ଧାରା ଉଠାଇ ସମାନତା ଆଣିଛୁ ।  ରାହୁଲଙ୍କ ଭାଷଣରେ ତଥ୍ୟ ନାହିଁ । ପଞ୍ଚାୟତ ସ୍ତରରେ ନେତା ଭାଷଣ ଦେଲା ଭଳି ଲାଗିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking