29.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀରେ ଆଜି ୩ ଘଣ୍ଟା କର୍ଫ୍ୟୁ କୋହଳ

ପୁରୀରେ ଆଜି ୩ ଘଣ୍ଟା କର୍ଫ୍ୟୁ କୋହଳ

ପୁରୀ: ପୁରୀରେ ଆଜି ସନ୍ଧ୍ୟା ୬ଟାରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି । ରାତି ୯ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ପୂର୍ବପରି ବଳବତ୍ତର ରହିବ । କାଲି ସକାଳ ୫ଟାରୁ ଅପରାହ୍ନ ୩ଟା ଯାଏ କର୍ଫ୍ୟୁ କୋହଳ କରାଯାଇଥିବା ସୂଚନା ମିଳିଛି । ପୁଣି ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ । ୩ ରଥ ଥିବାରୁ କାଲି ଦିନ ତମାମ ସିଂହଦ୍ୱାର ଆଗରେ କର୍ଫ୍ୟୁ ଲଗାଯିବ । ଦିନ ତମାମ ମାର୍କେଟ ଛକରୁ ସିଂହଦ୍ୱାର ଯାଏଁ କର୍ଫ୍ୟୁ ଲାଗୁ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ତେବେ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା ଘରେ ଲୀଳା ଖେଳା ସାରି ରତ୍ନବେଦୀକୁ ଫେରିଆସିଛନ୍ତି । ବାହୁଡା ସମୟରେ ବଡଦାଣ୍ଡ ସଂପୂର୍ଣ୍ଣ ଭାବେ ଜଗନ୍ନାଥମୟ ହୋଇଥିଲା । ଘଣ୍ଟଘଣ୍ଟା କାହାଳୀ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ ।

ଆରମ୍ଭ ହେଲା ରଥ ଟଣା , ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking