ଆରମ୍ଭ ହେଲା ରଥ ଟଣା , ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ

ପୁରୀ : ଆଜି ବାହୁଡ଼ା ଯାତ୍ରା । ରତ୍ନ ବେଦୀକୁ ବାହୁଡ଼ିବେ ତିନି ଠାକୁର । ଜନ୍ମବେଦୀ ମାଉସୀ ଘରୁ ଲୀଲା ଖେଳା ସମାପ୍ତ କରି ତିନି ଠାକୁର ବିଜେ ହେବେ ରତ୍ନ ବେଦୀକୁ । ବାହୁଡ଼ାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଟଣା । ୧୧ଟା ୨୫ରେ ଗଡ଼ିଲା ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ । ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ଆରମ୍ଭ ହୋଇଯାଇଛି ରଥଟଣା । ଘଡ଼ଘଡ଼ ନାଦ କରିି ବଡ଼ ଦାଣ୍ଡ … Continue reading ଆରମ୍ଭ ହେଲା ରଥ ଟଣା , ଧାର୍ଯ୍ୟ ସମୟର ୩୫ ମିନିଟ ପୂର୍ବରୁ ରଥଟଣା ଆରମ୍ଭ