32.1 C
Bhubaneswar
Friday, April 26, 2024
Homeଓଡିଶାହାତରେ ବାଣଫୁଟି ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

ହାତରେ ବାଣଫୁଟି ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର

ଖୋର୍ଦ୍ଧା : ହାତରେ ବାଣଫୁଟି ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲା ବାଘମାରି ଥାନା ଅନ୍ତର୍ଗତ ସିମର ଗ୍ରାମରେ ଗତକାଲି ଜାଗର ଯାତ୍ରା ପାଇଁ ବାଣ ଫୁଟାଇ ଉତ୍ସବ ପାଳନ କରୁଥିଲେ ଗ୍ରାମବାସୀ । କିନ୍ତୁ ଆଜି ଉକ୍ତ ଗ୍ରାମର ଷଷ୍ଠ ଶ୍ରେଣୀର ଛାତ୍ର ସୌମ୍ୟ ରଞ୍ଜନ ଭଟ୍ଟ ଅଫୁଟା ବାଣ ଗୋଟାଇ ଜଳୁଥିବା ଦୀପରେ ଲଗାଉଥିବା ବେଳେ ଅଫୁଟା ବାଣ ବିସ୍ପୋରଣ ହିଲଇଥିଲା । ବାଣ ବିସ୍ପୋରଣରେ ଛାତ୍ରର ଡାହାଣ ହାତ ପାପୁଲି ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା । ସଂଗେ ସଂଗେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
https://onakhabar.com/2020/02/22/balanigr-support-bharad-bandh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking