32.1 C
Bhubaneswar
Saturday, May 4, 2024
Homeଓଡିଶାକରୋନା ଭାଇରସ୍‌: ଜନସାଧାରଣଙ୍କୁ ବିଧାନସଭା ପ୍ରବେଶ ନିଷେଧ

କରୋନା ଭାଇରସ୍‌: ଜନସାଧାରଣଙ୍କୁ ବିଧାନସଭା ପ୍ରବେଶ ନିଷେଧ

ଭୁବନେଶ୍ୱର : କରୋନା ସତର୍କତା ନେଇ ଜନସାଧାରଣଙ୍କ ବିଧାନସଭା ପରିସରକୁ ପ୍ରବେଶ ନିଷେଧ କରାଗଲା । କେବଳ କର୍ମଚାରୀ, ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ସାଧାରଣ ଲୋକ ବିଧାନସଭା ପରିସରକୁ ଯାଇପାରିବେନି । କେବଳ ସେତିକି ନୁହେଁ, ଜଣେ କର୍ମଚାରୀ ନିଜ ଚାମ୍ବରରୁ ଅନ୍ୟ ଜଣକ ଚାମ୍ବରକୁ ମଧ୍ୟ ଯାଇପାରିବେ ନାହିଁ । ଅତି ଜରୁରୀ କାମ ଥିଲେ ସଚିବଙ୍କ ଅନୁମତି ନେଇ ସାଧାରଣ ଲୋକ ବିଧାନସଭା ପରିସରକୁ ପ୍ରବେଶ କରିପାରିବେ । ବିଧାନସଭା କାର୍ଯ୍ୟାଳୟ ଭିତରେ ବାରମ୍ବାର ଗୋଡ ହାତ ଧୋଇବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପରାମର୍ଶ ଦେଇଛନ୍ତି ।
https://onakhabar.com/2020/03/17/the-lawyer-will-not-appear-in-court-until-march-31/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking