34.1 C
Bhubaneswar
Wednesday, May 22, 2024
Homeଦେଶ ବିଦେଶଭୁବନେଶ୍ୱରରେ ପହଞ୍ଚିଲେ ଏସ୍‌. ଜୟଶଙ୍କର

ଭୁବନେଶ୍ୱରରେ ପହଞ୍ଚିଲେ ଏସ୍‌. ଜୟଶଙ୍କର

ଭୁବନେଶ୍ୱର : ଭୁବନେଶ୍ୱରରେ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ପହଞ୍ଚିଛନ୍ତି । ବିମାନବନ୍ଦରରୁ ବିଜେପି ପକ୍ଷରୁ ଜୟଶଙ୍କରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେ ଭୁବନେଶ୍ୱରରେ ବୁଦ୍ଧିଜୀବୀ ଓ ସାମ୍ବାଦିକଙ୍କ ସହ ଆଲୋଚନା କରିବେ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ଏସ୍‌. ଜୟଶଙ୍କର । ସେ ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ । କାଲି କଟକ , ସମ୍ବଲପୁର କାର୍ଯ୍ୟକ୍ରମରେ ସାମିଲ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking