36.1 C
Bhubaneswar
Saturday, May 18, 2024
Homeଓଡିଶାଟିକେଟ୍ ଫେରାଇଲେ ସୁଚରିତା

ଟିକେଟ୍ ଫେରାଇଲେ ସୁଚରିତା

ଭୁବନେଶ୍ୱର : କଂଗ୍ରେସ ଟିକେଟ୍ ଫେରାଇଲେ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି । ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ ଫେରାଇଛନ୍ତି । ଦଳ ଫଣ୍ଡି ନ ଦେବାରୁ ସେ ଟିକେଟ୍ ଫେରାଇଛନ୍ତି ବୋଲି ଏଆଇସିସି କୁ ଜଣାଇଛନ୍ତି । ବିନା ପାର୍ଟି ଫଣ୍ଡିରେ କ୍ୟାମ୍ପେନିଂ କରିବା ସହଜ ନୁହେଁ ବୋଲି କହିଛନ୍ତି ସୁଚରିତା । ‘ଲୋକସଭା ଅଧୀନ ୭ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି ଏବଂ ମୁୁଁ ୪ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲି ’ ବୋଲି କହିଛନ୍ତି । ମେ’ ୬ ରେ ସରୁଛି ନାମାଙ୍କନ, ୨୫ ରେ ପୁରୀ ସଂସଦୀୟ କ୍ଷେତ୍ର ନିର୍ବାଚନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking