30.1 C
Bhubaneswar
Friday, April 26, 2024
Homeଓଡିଶାପେଟ୍ରୋଲ ଧରି ୩ ଛାତ୍ରୀଙ୍କ ଧାରଣା

ପେଟ୍ରୋଲ ଧରି ୩ ଛାତ୍ରୀଙ୍କ ଧାରଣା

ଅନୁଗୁଳ: ପେଟ୍ରୋଲ, ଦିଆସିଲି ଧରି ୩ ନର୍ସିଂ ଛାତ୍ରୀଙ୍କ ଧାରଣା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ବେଳେ କାବୁ କଲା ପୋଲିସ । ଛେଣ୍ଡିପଦା ଅଞ୍ଚଳର ଘରୋଇ ନର୍ସିଂ ସ୍କୁଲରେ ପଢୁଥିଲେ ୩ ଛାତ୍ରୀ । ପରୀକ୍ଷାରୁ ବଞ୍ଚିତ ହୋଇ ଆତ୍ମାହୁତି ଦେବାକୁ ଆସିଥିଲେ ୩ ଯୁବତୀ । ଆଡମିଟ କାର୍ଡ ନକଲି ଯୋଗୁଁ ପରୀକ୍ଷାରୁ ବଂଚିତ ଥିବା ଅଭିଯୋଗ ହୋଇଛି ।

୨ ଲେଡି ବାଉନ୍ସର ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking