29.1 C
Bhubaneswar
Tuesday, May 7, 2024
Homeଓଡିଶା୨ ଲେଡି ବାଉନ୍ସର ଗିରଫ

୨ ଲେଡି ବାଉନ୍ସର ଗିରଫ

ଭୁବନେଶ୍ୱର: ବାଉନ୍ସର ଗ୍ୟାଙ୍ଗର ୨ ଲେଡି ଡନ୍ ଗିରଫ ହୋଇଥିବା ସୂଚନା । ଲକ୍ଷ୍ମୀସାଗର ଅଂଚଳରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ବିବାଦୀୟ ଜମିକୁ ଅକ୍ତିଆର କରାଇବା ପାଇଁ ସୁପାରି ନେଉଥିଲେ ଏହି ୨ ମହିଳା । କିନ୍ତୁ ସେହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେ ଯାଏଁ ମିଳିପାରିନାହିଁ । ଗ୍ୟାଙ୍ଗର ମାଷ୍‌ଟରମାଇଣ୍ଡ ଏବେ ଫେରାର ଥିବା ସୂଚନା ।

ଏପ୍ରିଲ ୧ ରେ କାହିଁକି ପାଳନ କରାଯାଏ “ଏପ୍ରିଲ ଫୁଲ ଦିବସ”….କ’ଣ ରହିଛି ଏହା ପଛର କାହାଣୀ ଆସନ୍ତୁ ଜାଣିବା….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking