31.1 C
Bhubaneswar
Wednesday, May 29, 2024
Homeଦେଶ ବିଦେଶସଲମାନ ଖାନଙ୍କ ଘରେ ଗୁଳିମାଡ ଘଟଣା ; ଗିରଫ ହେଲା ଆଉ ଏକ ଅଭିଯୁକ୍ତ

ସଲମାନ ଖାନଙ୍କ ଘରେ ଗୁଳିମାଡ ଘଟଣା ; ଗିରଫ ହେଲା ଆଉ ଏକ ଅଭିଯୁକ୍ତ

ମୁମ୍ବାଇ : ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିମାଡ ଘଟଣାରେ ଧରା ପଡିଲା ପଞ୍ଚମ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜଣକ ହେଲା ମହମ୍ମଦ ଚୌଧରୀ। ଗିରଫ ପରେ ଅଭିଯୁକ୍ତ ମହମ୍ମଦକୁ ରାଜସ୍ଥାନରୁ ମୁମ୍ବାଇ ଅଣାଯାଉଛି। ତାଙ୍କୁ ଆଜି କ୍ରାଇମବ୍ରଞ୍ଚ କୋର୍ଟରେ ହାଜର କରିବା ସହ ତାକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ। ନିକଟରେ ସଲମାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଅଭିଯୁକ୍ତ ଅନୁଜ ଥାପନ ଜେଲ୍‌ ଭିତରେ ଆତ୍ମହତ୍ୟା କରିଥିଲା। ଶୁଟର୍‌ମାନଙ୍କୁ ବନ୍ଧୁକ ଯୋଗାଇଥିବା ନେଇ ଅନୁଜ ନାଁରେ ଅଭିଯୋଗ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking