31.1 C
Bhubaneswar
Wednesday, May 29, 2024
Homeଓଡିଶାମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା

ମହିଳାଙ୍କ ଗୋଡ ଉପରେ ଚଢ଼ିଗଲା ବାଲି ବୋଝେଇ ହାଇୱା

ପୁରୀ : ପୁରୀ ଜିଲ୍ଲା ନିମାପଡା ବଜାର ଦୋଳ ବେଦୀ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣ । ମହିଳାଙ୍କ ଗୋଡ ଉପରେ ଏକ ବାଲି ବୋଝେଇ ହାଇୱା ଚଢିଯାଇଛି । ଫଳରେ ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ସୂଚନା ଅନୁସାରେ ଅଂଶାଲ ଗାଁର ଦୁଇ ଜଣ ବାକରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ଏକ ହାଇୱା ଆସି ବାଇକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ । ଏବଂ ତାଙ୍କ ଗୋଡ ଉପରେ ବାଲି ବୋଝେଇ ହାଇୱା ଟି ମାଡି ଯାଇଥିଲା । ତେବେ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଅଟକ ରଖିବା ସହ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଏବଂ ଅନ୍ୟପଟେ ନିମାପଡା ପୋଲିସ ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking