32.1 C
Bhubaneswar
Sunday, May 19, 2024
Homeଓଡିଶାଖେଳ ପଡିଆରେ ବିଜେଡ଼ି ସଭା କରିବାକୁ ବିରୋଧ କଲେ ଚନ୍ଦମା ଗ୍ରାମବାସୀ

ଖେଳ ପଡିଆରେ ବିଜେଡ଼ି ସଭା କରିବାକୁ ବିରୋଧ କଲେ ଚନ୍ଦମା ଗ୍ରାମବାସୀ

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ର ଚନ୍ଦମା ଖେଳ ପଡିଆରେ ଆସନ୍ତା8ତାରିଖ ରେ ବିଜେଡ଼ି ଦଳ ର ଏକ ସମାବେଶ କରିବା ପାଇଁ ସ୍ଥିର ହୋଇ ଥିଲା l ରବିବାର ବିଜେଡ଼ି ନେତୃବୁନ୍ଦ ଖେଳ ପଡିଆ ପରିଦର୍ଶନ କରିବା ଅବସର ରେ ଚାଦମା ଗ୍ରାମବାସୀ ମାନଙ୍କ ରୋଷ ଶିକାର ହୋଇ ଥିଲେ l ଖେଳ ପଡିଆରେ ରେ ଦଳୀୟ ସଭା ସମିତି କରାଇ ଦେବୁ ନାହିଁ ବୋଲି ଗ୍ରାମ ବସି ମାନେ ରୋକ ଠୋକ ଚରମ ବାଣୀ ଶୁଣାଇ ଥିଲେ l ଖେଳ ପଡିଆରେ ହକି ଫେଷ୍ଟିଭାଲ ଓ 5ଟି ସଚିବ ବି କେ ପାଣ୍ଡିଆନ ଜନ ଶୁଣାଣି କରି ଥିଲେ ପଡିଆ ଟିକୁ ନଷ୍ଟ କରିବା ସଂଗେ ଲଗା ଯାଇ ଥିବା ଗଛ ଗୁଡିକୁ ନଷ୍ଟ କରି ଥିଲେ ଓ ଭଳି ବଲ ଷ୍ଟାଣ୍ଡ ଟି ଭାଙ୍ଗି ଦେଇ ଥିଲେ l ପଡିଆ କୁ ଉନ୍ନତି କରଣ କରିବା ପାଇଁ 35 ଲକ୍ଷ ଟଙ୍କା ବିନିଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇ ଥିଲା l କିନ୍ତୁ ଆଜି ଯାଏ ପଡିଆ ବିକାଶ ହେଲା ନାହିଁ l ତେଣୁ ଦଳୀୟ କାର୍ଯ୍ୟକ୍ରମ କରାଇ ଦେବୁ ନାହିଁ ବୋଲି ଗ୍ରାମ ବାସି ମାନେ କହି ଥିଲେ ବିଜେଡ଼ି ନେତା ମାନେ ବିରୋଧ ର ସମ୍ମୁଖୀନ ହୋଇ ଫେରି ଯାଇ ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking