୨ ଲେଡି ବାଉନ୍ସର ଗିରଫ

ଭୁବନେଶ୍ୱର: ବାଉନ୍ସର ଗ୍ୟାଙ୍ଗର ୨ ଲେଡି ଡନ୍ ଗିରଫ ହୋଇଥିବା ସୂଚନା । ଲକ୍ଷ୍ମୀସାଗର ଅଂଚଳରୁ ୨ ଜଣଙ୍କୁ ଗିରଫ କଲା ପୋଲିସ । ବିବାଦୀୟ ଜମିକୁ ଅକ୍ତିଆର କରାଇବା ପାଇଁ ସୁପାରି ନେଉଥିଲେ ଏହି ୨ ମହିଳା । କିନ୍ତୁ ସେହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଏବେ ଯାଏଁ ମିଳିପାରିନାହିଁ । ଗ୍ୟାଙ୍ଗର ମାଷ୍‌ଟରମାଇଣ୍ଡ ଏବେ ଫେରାର ଥିବା ସୂଚନା । ଏପ୍ରିଲ ୧ ରେ କାହିଁକି ପାଳନ କରାଯାଏ “ଏପ୍ରିଲ ଫୁଲ ଦିବସ”….କ’ଣ ରହିଛି ଏହା … Continue reading ୨ ଲେଡି ବାଉନ୍ସର ଗିରଫ