28.1 C
Bhubaneswar
Saturday, April 27, 2024
Homeଓଡିଶା୫ ଜଣ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ

୫ ଜଣ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ

ନୀଳଗିରି: ୫ ଜଣ ପୋଲିସଙ୍କୁ ଗୋଡାଇ ଗୋଡାଇ ହାଣିଲା ଅଭିଯୁକ୍ତ । ନୀଳଗିରି ଥାନା ଜାମ୍ବୁଡିସାହିରେ ପୋଲିସ ଓ ଗ୍ରାମରକ୍ଷୀଙ୍କୁ ଆକ୍ରମଣ ହୋଇଥିବା ସୂଚନା । ଏକ ହତ୍ୟା ଉଦ୍ୟମ ମାମଲାରେ ନୋଟିସ ଦେବାକୁ ଯାଇଥିଲେ । ଏସଆ, ଏସଆଇ ସମେତ ୫ ପୋଲିସ ଆହତ । କାହିଁକି ଆସିଛ ପଚାରି କଟୁରୀରେ ଅତର୍କିତ ଆକ୍ରମଣ କଲା ଅଭିଯୁକ୍ତ । ଆହତ ପୋଲିସ ଓ ଗ୍ରାମରକ୍ଷୀ ନୀଳଗିରି ମେଡିକାଲରେ ଭର୍ତ୍ତି । ଅଭିଯୁକ୍ତ ପଦ୍ମଲୋଚନ ପାତ୍ରଙ୍କୁ କାବୁ କରି ଥାନାରେ ଅଟକ ରଖାଯାଇଛି ।

ପେଟ୍ରୋଲ ଧରି ୩ ଛାତ୍ରୀଙ୍କ ଧାରଣା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking