28.1 C
Bhubaneswar
Saturday, April 27, 2024
Homeଓଡିଶା୮ରେ ବିଜେପିର ଡିଜିଟାଲ ରାଲି

୮ରେ ବିଜେପିର ଡିଜିଟାଲ ରାଲି

ଭୁବନେଶ୍ୱର: ଆସନ୍ତା ୮ ତାରିଖ ସାଢେ ୩ଟାରେ ବିଜେପି କରିବ ଡିଜିଟାଲ ରାଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବର୍ଷପୂର୍ତ୍ତି ସଫଳତା ନେଇ ଏହି ଡିଜିଟାଲ ରାଲି କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଡିଜିଟାଲ ରାଲିରେ ଓଡିଶାବାସୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମ୍ବୋଧନ କରିବେ । ଖାଲି ଓଡିଶା ନୁହେଁ, ବରଂ ପଶ୍ଚିମବଙ୍ଗ ଓ ବିହାରବାସୀଙ୍କୁ ବି ଅମିତ ଶାହା ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ଡିଜିଟାଲ ରାଲିରେ ଲକ୍ଷାଧିକ ଲୋକଙ୍କୁ ଯୋଡିବାର ଯୋଜନା ରଖାଯାଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।
https://onakhabar.com/2020/06/03/central-petroleum-minister-wrote-letter-to-return-odia-people-from-foreign-countries/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking