38.1 C
Bhubaneswar
Friday, April 26, 2024
Homeଖେଳରେସଲିଂ ସେମିରେ ବଜରଙ୍ଗ ପୁନିଆ

ରେସଲିଂ ସେମିରେ ବଜରଙ୍ଗ ପୁନିଆ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । ଗୋଟିଏ ପଟେ ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଥିବା ବେଳେ ଅନ୍ୟପଟେ ରେସଲିଂରେ ସାନଦାର୍ ପ୍ରଦର୍ଶନ କରିଛନ୍ତି ବଜରଙ୍ଗ ପୁନିଆ । ରେସଲିଂ ସେମି ଫାଇନାଲରେ ପହଞ୍ଚିଛନ୍ତି ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ବଜରଙ୍ଗ । ବଜରଙ୍ଗ ପ୍ରଥମ ରାଉଣ୍ଡରେ ୩-୧ରେ ଜିତିଛନ୍ତି । ସେ କିର୍ଗିଜସ୍ତାନର ଅରନାଜର ଅକତାତାଲିଏଭଙ୍କୁ ହରାଇବା ସହ ଭାରତକୁ ଗୋଲ୍ଡ ଦେବାର ଆଶାକୁ ଦ୍ୱିଗୁଣିତ କରିଛନ୍ତି ।

କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking