କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । କଡ଼ା ଟକ୍କର ପରେ ଗ୍ରେଟ୍ ବ୍ରିଟେନଠାରୁ ହାରିଯାଇଛି ଭାରତ । ୪-୩ ଗୋଲରେ ଗ୍ରେଟ୍ ବ୍ରିଟେନ୍ ବିଜୟୀ ହୋଇଛି । ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନଠୁ ହାରିବା ପରେ ନିରାଶ ହୋଇଛନ୍ତି ଭାରତବାସୀ । ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମର ସଫଳତା । ବ୍ରୋଞ୍ଜ ଜିତି ଟୋକିଓ ଅଭିଯାନ … Continue reading କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍