31.1 C
Bhubaneswar
Monday, May 6, 2024
Homeଖେଳକଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

କଡ଼ା ଟକ୍କର ପରେ ହାରିଗଲା ଭାରତୀୟ ମହିଳା ହକି ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଆଜି ୧୫ତମ ଦିବସ । କଡ଼ା ଟକ୍କର ପରେ ଗ୍ରେଟ୍ ବ୍ରିଟେନଠାରୁ ହାରିଯାଇଛି ଭାରତ । ୪-୩ ଗୋଲରେ ଗ୍ରେଟ୍ ବ୍ରିଟେନ୍ ବିଜୟୀ ହୋଇଛି । ଭାରତୀୟ ମହିଳା ହକି ଟିମର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ମୁକାବିଲାରେ ଗ୍ରେଟ ବ୍ରିଟେନଠୁ ହାରିବା ପରେ ନିରାଶ ହୋଇଛନ୍ତି ଭାରତବାସୀ । ଚତୁର୍ଥ ସ୍ଥାନରେ ସୀମିତ ରହିଲା ମହିଳା ହକି ଟିମର ସଫଳତା । ବ୍ରୋଞ୍ଜ ଜିତି ଟୋକିଓ ଅଭିଯାନ ଶେଷ କରିଛି ଗ୍ରେଟ ବ୍ରିଟେନ୍ ।ତେବେ ମ୍ୟାଚ୍ ହାରି ବି ହୃଦୟ ଜିତିଛି ଭାରତୀୟ ମହିଳା ଦଳ । କାରଣ ପ୍ରଥମ ଥର ପାଇଁ ଅଲିମ୍ପିକ୍ସର ସେମି ଫାଇନାଲରେ ପହଞ୍ଚିଥିଲା ଭାରତୀୟ ମହିଳା ହକି ଟିମ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking