30.1 C
Bhubaneswar
Friday, May 17, 2024
Homeଓଡିଶାଏନ୍‌କାଉଣ୍ଟର୍‌ରେ ୪ ମାଓବାଦୀ ସଫା

ଏନ୍‌କାଉଣ୍ଟର୍‌ରେ ୪ ମାଓବାଦୀ ସଫା

ମାଲକାନାଗିରି : ଏନ୍‌କାଉଣ୍ଟର୍‌ରେ ଟଳିଲେ ୪ ମାଓବାଦୀ । ଛତିଶଗଡ ନାରାୟଣପୁର ଆବୁଜମାଡ ଜଙ୍ଗଲରେ ଏନ୍‌କାଉଣ୍ଟର୍ ହୋଇଛି । ଡିଆର୍‌ଜି , ଏସ୍‌ଟିଏଫ୍ ର ମିଳିତ କମ୍ବିଂ ବେଳେ ମାଓବାସୀଙ୍କ ସହ ମୂୁହାଁମୁହିଁ । ୪ ମାଓବାଦୀ ନିପାତ ହୋଇଥିବାବେଳେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରୀ ।

ଅଦାଲତରେ ମାନିଲା ଆଷ୍ଟ୍ରାଜେନେକା: ଘାତକ ହେଉଛି କୋଭିଡ୍ ଟିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking