30.1 C
Bhubaneswar
Monday, May 6, 2024
Homeଓଡିଶାଜମିଲା ଜୟପୁର ରାଜନୀତି; ପୁଣି ରବି-ତାରା ତୁତୁମେମେ

ଜମିଲା ଜୟପୁର ରାଜନୀତି; ପୁଣି ରବି-ତାରା ତୁତୁମେମେ

ଭୁବନେଶ୍ୱର : ଜମିଲା ଜୟପୁର ରାଜନୀତି; ପୁଣି ତୁତୁମେମେ ହେଲେ ରବି ଓ ତାରା । ପତ୍ନୀ ବିଧାୟକ ପ୍ରାର୍ଥଈ ହୋଇଥିଲେ ବି ପ୍ରେସମିଟ କରି ବର୍ଷିଲେ ରବି ନନ୍ଦ । ତାରା ବାହିନୀପତିଙ୍କୁ ଟାର୍ଗେଟ କରି ବିଭିନ୍ନ ପ୍ରସଙ୍ଗ ଉଠାଇଲେ ରବି । ଜୟପୁରରେ ବେଧଡକ୍ ଗୋଚାଲାଣ ଚାଲିଛି, ବିଧାୟକ ରୋକିବାରେ ବିଫଳ । ଜୟପୁର କାଗଜକଳ ସମସ୍ୟାର ସମାଧାନ ହେବ, ବକେୟା ଦରମା ମିଳିବ । ପ୍ରତିକ୍ରିୟାରେ ତାରା କହିଲେ ରବି ନନ୍ଦଙ୍କ ଲୋକ ହିଁ ଗୋଚାଲାଣରେ ସଂପୃକ୍ତ । ଦଳ ରବି ନନ୍ଦଙ୍କୁ ବିଶ୍ୱସକୁ ନେଲାନି ବୋଲି ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କଲା ବୋଲି ତାରା କହିଛନ୍ତି । କାଗଜ କଳ ରବି ନନ୍ଦଙ୍କ ସମୟରୁ ହିଁ ଭୁଶୁଡି ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking