36.1 C
Bhubaneswar
Sunday, May 19, 2024
Homeଓଡିଶାବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର

ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ପଶ୍ଚିମ ଓଡିଶାରେ ତାତି କମୁନି, ଉପକୂଳରେ ସାମାନ୍ୟ ଆଶ୍ୱସ୍ତି । ଆଜି ୪୩ ଡିଗ୍ରୀ ଉପରେପ ପଶ୍ଚିମ ଓଡିଶାର ୭ ସହର । ୪୪.୫ ଡିଗ୍ରୀ ସହ ବଲାଙ୍ଗୀର ଆଜି ସବୁଠୁ ଉତ୍ତପ୍ତ ସହର । ଟିଟିଲାଗଡ ୪୪, ବୌଦ୍ଧ ୪୩.୫,ଝାରସୁଗୁଡା ୪୩.୪ । ସେହିପରି ସମ୍ବଲପୁର ୪୩.୪, ଭବାନୀପାଟଣା ଓ ବରଗଡ ୪୩ ଡିଗ୍ରୀ । ଭୁବନେଶ୍ୱର ୩୯.୮, କଟକ ତାପମାତ୍ରା ୩୭.୨ ଡିଗ୍ରୀ ।

ତାତିରୁ ମିଳିଲା ଅସ୍ବସ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking