35.1 C
Bhubaneswar
Wednesday, May 8, 2024
Homeକରୋନାଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ

ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ କାର୍ଯ୍ୟାଳରେ ପହଂଚିଲା କରୋନା । ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ୪ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ରାଜ୍ୟପାଳଙ୍କ ସୁରକ୍ଷା ଅଧିକାରୀ ଓ ଜଣେ ନର୍ସ ଆସିବା ପରେ ରାଜଭବନକୁ କରାଗଲା ବିଶୋଧନ । ଅନ୍ୟ ଦୁଇଜଣଙ୍କର ପରିଚୟ ମିଳିପାରି ନାହିଁ । ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ରାଜ୍ୟପାଳଙ୍କ ସରକାରୀ ବାସଭବନକୁ ଏବେ ବିଶୋଧନ କରାଯାଇଛି । ଏଠାରେ ଓଡ଼ିଶାର ବରିଷ୍ଟ ନେତା ବିଶ୍ୱ ଭୂଷଣ ହରିଚନ୍ଦନ ରାଜ୍ୟପାଳ ଅଛନ୍ତି । କିନ୍ତୁ ସେ ସମ୍ପୂର୍ଣ୍ଣ ନିରାପଦ ଅଛନ୍ତି ଓ ସେ କରୋନା ଭାଇରସରେ ଆକ୍ରାନ୍ତ ନୁହନ୍ତି ।
https://onakhabar.com/2020/04/27/covid-19-death-872-in-india/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking