30.1 C
Bhubaneswar
Saturday, May 18, 2024
Homeସ୍ୱାସ୍ଥ୍ୟହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ନିମନ୍ତ୍ରଣ କରିଥାଏ ରାଗ

ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ନିମନ୍ତ୍ରଣ କରିଥାଏ ରାଗ

ଭୁବନେଶ୍ୱର : ଆପଣ ଟିକେ ଟିକେ କଥାରେ ରାଗୁଛନ୍ତି କି ? କିଛି ନକାରାତ୍ମକ କଥାକୁ ନେଇ ମାନସିକ ଚାପରେ ରହୁଛନ୍ତି କି ? ଏହା ଆପଣଙ୍କ ପାଇଁ ହୋଇପାରେ ଘାତକ। ରାଗରେ ରକ୍ତ ଚାଉଳ ଚୋବାଇବା, କିଏ ପଦେ କହିଦେଲେ ମୁଣ୍ଡକୁ ପିତ୍ତ ଚଢ଼ିଯିବା ଶରୀର ଉପରେ ସାଂଘାତିକ ପ୍ରଭାବ ପକାଇଥାଏ। ମାତ୍ର କେଇ ମିନିଟର ରାଗ ଓ ଟେନସନ ଆପଣଙ୍କ ପାଇଁ ପ୍ରାଣଘାତକ ହୋଇପାରେ। ହାର୍ଟ ଆଟାକ ଓ ହାର୍ଟ ଷ୍ଟ୍ରୋକ ଭଳି ବିପଦକୁ ନିମନ୍ତ୍ରଣ କରିଥାଏ ରାଗ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking