28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଆଫ୍‌ଗାନ ମହିଳାଙ୍କୁ କ୍ରୀଡ଼ା ମନା

ଆଫ୍‌ଗାନ ମହିଳାଙ୍କୁ କ୍ରୀଡ଼ା ମନା

କାବୁଲ: ଆଫଗାନିସ୍ତାନ ମହିଳାଙ୍କ ପ୍ରତି କଠୋର ମନୋଭାବ ପୋଷଣ କରୁଥିବା ତାଲିବାନୀମାନେ ବର୍ତ୍ତମାନ କ୍ରୀଡାକ୍ଷେତ୍ରରେ ମହିଳାଙ୍କ ସଂପୃକ୍ତି ଉପରେ କଠୋର କଟକଣା ଲାଗୁ କରିଛନ୍ତି । ତାଲିବାନ ସାଂସ୍କୃତିକ ମିଶନର ଉପମୁଖ୍ୟ ଅହମ୍ମଦୁଲ୍ଲା ୱାସିକ୍ କହିଛନ୍ତି ଯେ ମହିଳାଙ୍କ ପାଇଁ କ୍ରୀଡାର କୌଣସିି ଆବଶ୍ୟକତା ନାହିଁ । କ୍ରୀଡାରେ ଅଂଶଗ୍ରହଣ କରିବାକୁ ହେଲେ ମହିଳାଙ୍କୁ ସେମାନଙ୍କ ଶରୀରର ଅଧିକାଂଶ ଅଂଶ ଅନାବୃତ କରିବାକୁ ପଡିଥାଏ । ତେଣୁ ସାରିୟା ନିୟମ ମୁତାବକ ତାଲିବାନ ଦେଶର ମହିଳାଙ୍କୁ ଏହି ଅନୁମତି ପ୍ରଦାନ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସୂଚନାଯୋଗ୍ୟ ପୂର୍ବରୁ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡାରେ ଅଂଶଗ୍ରହଣ କରୁଥିବା ଆଫ୍‌ଗାନ ମହିଳାମାନେ ଆପାଦମସ୍ତକ ଢାଙ୍କୁଥିବା ପୋଷ।।କ ପରିଧାନ କରିଆସୁଥିଲେ ସୁଦ୍ଧା ଏହା ତାଲିବାନକୁ ଗ୍ରହଣୀୟ ହୋଇପାରୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking