30.1 C
Bhubaneswar
Saturday, May 4, 2024
Homeଓଡିଶାଅଂଶୁଘାତରେ ୮୯ ଅସୁସ୍ଥ, ଜଣେ ମୃତ

ଅଂଶୁଘାତରେ ୮୯ ଅସୁସ୍ଥ, ଜଣେ ମୃତ

ଭୁବନେଶ୍ୱର: ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଲାରୁ ଅଂଶୁଘାତ ସମସ୍ୟା ନଜରକୁ ଆସିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଅଂଶୁଘାତ ଓ ତାତିଜନିତ ସମସ୍ୟା ପାଇଁ ୮୯ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏବେ ଯାଏଁ ସବୁଠୁ ଅଧିକ ସୁନ୍ଦରଗଡ଼ରୁ ସର୍ବାଧିକ ୪୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଖୋର୍ଦ୍ଧାରୁ ୧୨ଜଣ ଯେଉଁଥିରୁ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୭ଜଣ ରହିଛନ୍ତି । ସେହିପରି ଅନୁଗୁଳରୁ ୯, ମୟୂରଭଞ୍ଜରୁ ୭, ଝାରସୁଗୁଡ଼ାରୁ ୭, ସମ୍ବଲପୁରରୁ ୫ଜଣ ଭର୍ତ୍ତି ହୋଇଥିଲେ । ଅପରପେକ୍ଷ ଜଣଙ୍କର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking