29.1 C
Bhubaneswar
Saturday, May 4, 2024
Homeଓଡିଶାଜଙ୍ଗଲ ନିଆଁ ରୋକିବାକୁ ୭ ଡିଭିଜନ୍‌ରେ ଓଡ୍ରାଫ୍ ଟିମ୍ ମୁତୟନ

ଜଙ୍ଗଲ ନିଆଁ ରୋକିବାକୁ ୭ ଡିଭିଜନ୍‌ରେ ଓଡ୍ରାଫ୍ ଟିମ୍ ମୁତୟନ

ଭୁବନେଶ୍ୱର:  ରାଜ୍ୟରେ ତାତି ବଢ଼ି ଚାଲିଥିବାବେଳେ ରାଜ୍ୟର ଅନେକ ଜଙ୍ଗଲ ଜଳିବାରେ ଲାଗିଛି । ତେବେ ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ୍ ଟିମ୍‌ଙ୍କୁ ମୁତୟନ କରାଯାଇଛି । ମୋଟ ୭ ଡିଭିଜନ୍‌ରେ ଓଡ୍ରାଫ୍ ଟିମ୍ ମୁତୟନ ହୋଇ ନିଆଁ ଉପରେ ନଜର ରଖିଛନ୍ତି । ଫୁଲବାଣୀ, ବଣାଇ, କଳାହାଣ୍ଡି, ସୁନ୍ଦରଗଡ଼, ଶିମିଳିପାଳରେ ଓଡ୍ରାଫ୍ ଜଙ୍ଗଲ ନିଆଁ ନିୟନ୍ତ୍ରଣ କରିବେ । ଆଜି ତାତି କମିଥିବାରୁ ଜଙ୍ଗଲ ନିଆଁ ପରିମାଣ ବି କମିଛି । ଗତ ବର୍ଷ ୩୨ ହଜାର ପଏଣ୍ଟରେ ନିଆଁ ଲାଗିଥିବାବେଳେ ଏଥର ୧୧ ହଜାର ପଏଣ୍ଟରେ ଲାଗିଛି ନିଆଁ । ମନୁଷ୍ୟକୃତ ନିଆଁ ରୋକିବାକୁ ବନବିଭାଗ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି । ବନ ସୁରକ୍ଷା ସମିତି, ଫରେଷ୍ଟ ଗାର୍ଡମାନଙ୍କୁ ସତର୍କ ରଖାଯାଇଛି । ସାଟେଲାଇଟ୍ ଇମେଜରୁ ଜଙ୍ଗଲ ନିଆଁର ଖବର ଆସିଲେ ୧୫ ମିନିଟ୍ ମଧ୍ୟରେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking