26.1 C
Bhubaneswar
Wednesday, May 8, 2024
Homeଅପରାଧରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଦୁଷ୍କର୍ମ କରିଥିବା ବ୍ୟକ୍ତି ଜଣେ ପରିବା ବ୍ୟବସାୟୀ ବୋଲି ଜଣାଯାଇଛି । ପରିବା ବ୍ୟବସାୟୀ ଜଣକ ନାବାଳିକାକୁ ଦୁଷ୍କର୍ମ ପରେ ୧୦୦ଟଙ୍କା ଦେଇ ଚୁପ୍‌? ରହିବାକୁ କହିଥିଲା । ବାହାରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା । ଭୟରେ ପରିବାର ଲୋକଙ୍କୁ କହିନଥିଲା ନାବାଳିକା । ପରେ ଜଣାପଡିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଜଣକ ବିକାଶ ବିଶ୍ୱାଳ ବୋଲି ଜଣାପଡ଼ିଛି । ଅଭିଯୁକ୍ତ ଯାଜପୁର ବାଲିଚନ୍ଦ୍ରପୁରରେ ଲୁଚିଥିବା ବେଳେ ତମାଣ୍ଡୋ ପୋଲିସ ତାକୁ ଗିରଫ କରିଛି ।

କାଳବୈଶାଖୀ ପ୍ରଭାବ; ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking