କାଳବୈଶାଖୀ ପ୍ରଭାବ; ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ

ନୟାଗଡ଼: କାଳବୈଶାଖୀ ପ୍ରଭାବରେ ବଜ୍ରପାତ ଫଳରେ ଅକାଳରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଧୀନ ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ଏହି ବଜ୍ରପାତରେ ଜାକେଡ଼ାର ପଦ୍ମା ପ୍ରଧାନ(୩୫), ମହୁଲିଆର ଜିତେନ୍ଦ୍ର ଦୋରା(୨୧), ଭାଲିଆଡିହିର ଧନେଶ୍ୱର ପରିଡ଼ା(୭୦)ଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକମାନେ ଏମାନଙ୍କୁ ତୁରନ୍ତ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ମହିଳା ପଦ୍ମା ଗାଁ ନିକଟସ୍ଥ … Continue reading କାଳବୈଶାଖୀ ପ୍ରଭାବ; ବଜ୍ରପାତରେ ଚାଲିଗଲା ୩ ଜଣଙ୍କ ଜୀବନ