Homeଓଡିଶାକଟକରୁ ଆଜି ୩୫ ପଜେଟିଭ୍ ଚିହ୍ନଟ ଓଡିଶାକରୋନାକରୋନା ଓଡିଶାବ୍ରେକୀଙ୍ଗ କଟକରୁ ଆଜି ୩୫ ପଜେଟିଭ୍ ଚିହ୍ନଟ By Ona Khabara 25/07/2020 0 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ଵର: ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରର ୩୫ଜଣ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୬, ହୋମ କ୍ୱାରେଣ୍ଟିନରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ୩୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୪ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୩ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏବେ ୩୩୩ଜଣ ଚିକିତ୍ସିତ ହେଉଛନ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleଅଗଷ୍ଟ ରୁ ଖୋଲିବ ସିନେମା ହଲ୍Next articleରାଜଧାନୀରୁ ଆଜି ୧୧୧ ଆକ୍ରାନ୍ତ ଚିହ୍ନଟ Ona Khabara 5,005FansLike2,475FollowersFollow12,700SubscribersSubscribe Most Popular ୪୦ ଡିଗ୍ରି ଉପରେ ରାଜ୍ୟର ୨୫ ସହର 05/05/2024 ଚାକିରି ନାଁରେ ଠକେଇ, କୋର୍ଟ କର୍ମଚାରୀଙ୍କ ସମେତ ୩ ଗିରଫ 05/05/2024 ହାତୀ ଆକ୍ରମଣରେ ଯୁବକ ମୃତ 05/05/2024 ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ଘରୁ ମତଦାନ କରିବେ ୪୧୫୮ ଭୋଟର୍ 05/05/2024 HOT NEWS ଓଡିଶା ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ବିଜେଡି ଓଡିଶା ଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର ଓଡିଶା ବିଜେଡିରେ ଯୋଗଦେଲେ ଜିନା ସାମଲ ଅପରାଧ ମୁଢି ବିକାଳିକୁ ଟାଙ୍ଗିଆରେ ଆକ୍ରମଣ