28.1 C
Bhubaneswar
Tuesday, June 28, 2022
Homeଓଡିଶାରାଜଧାନୀରୁ ଆଜି ୧୧୧ ଆକ୍ରାନ୍ତ ଚିହ୍ନଟ

ରାଜଧାନୀରୁ ଆଜି ୧୧୧ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର: ସାରା ରାଜ୍ୟରେ କରୋନା ମହାମାରୀ ମାଡିଚାଲିଥିବା ବେଳେ ଭୁବନେଶ୍ୱରେ ସ୍ଥିତି ସଙ୍ଗୀନ ରହିଛି । ଏହାରି ମଧ୍ୟରେ ଆଜି ୧୧୧ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୨ ଜଣ ଓ ସ୍ଥାନୀୟ ଅଞ୍ଚରୁ ୪୯ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରେ ଆଜି ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨୮କୁ ବୃଦ୍ଧି ପାଇଛି । ୮୬୩ ଜଣ ସୁସ୍ଥ ହୋଇଥିବା ବେଳେ ୯୫୨ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । ଏନେଇ ଭୁବନେଶ୍ୱର ମହାନିଗର ନିଗମ ବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking