Homeଓଡିଶାକଟକରୁ ଆଜି ୩୫ ପଜେଟିଭ୍ ଚିହ୍ନଟ ଓଡିଶାକରୋନାକରୋନା ଓଡିଶାବ୍ରେକୀଙ୍ଗ କଟକରୁ ଆଜି ୩୫ ପଜେଟିଭ୍ ଚିହ୍ନଟ By Ona Khabara 25/07/2020 0 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ଵର: ଆଜି କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୭ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ସହରର ୩୫ଜଣ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ୩୫ଜଣଙ୍କ ମଧ୍ୟରୁ ସରକାରୀ କ୍ୱାରେଣ୍ଟିନରୁ ୬, ହୋମ କ୍ୱାରେଣ୍ଟିନରୁ ୨୬ ଓ ସ୍ଥାନୀୟ ଅଞ୍ଚଳରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଆଜି ୩୧ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାସହ କଟକ ସହରରେ କରୋନା ପଜିଟିଭଙ୍କ ସଂଖ୍ୟା ୬୧୪ରେ ପହଞ୍ଚିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୨୭୩ଜଣ ସୁସ୍ଥ ହୋଇଛନ୍ତି ଓ ୮ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ଏବେ ୩୩୩ଜଣ ଚିକିତ୍ସିତ ହେଉଛନ୍ତି । Share FacebookTwitterPinterestWhatsAppLinkedinReddItTelegram Previous articleଅଗଷ୍ଟ ରୁ ଖୋଲିବ ସିନେମା ହଲ୍Next articleରାଜଧାନୀରୁ ଆଜି ୧୧୧ ଆକ୍ରାନ୍ତ ଚିହ୍ନଟ Ona Khabara 5,005FansLike2,475FollowersFollow12,700SubscribersSubscribe Most Popular ଶିମିଳିପାଳ ନିଆଁ ଉପରେ ରହିବ ଏଆଇ ନଜର 25/04/2024 ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ 25/04/2024 ପଦ୍ମ ଧରିଲେ ପ୍ରବୋଧ ତିର୍କୀ 25/04/2024 ମଧୁମେହ ଓ ଓଜନ ନିୟନ୍ତ୍ରଣ କରେ ଅଳସୀ ମଞ୍ଜି 25/04/2024 HOT NEWS ଦେଶ ବିଦେଶ ରାଷ୍ଟ୍ରପତି ଭବନରେ ପଦ୍ମ ପୁରଷ୍କାର ପ୍ରଦାନ ଓଡିଶା ମେ ୯ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ! ଦେଶ ବିଦେଶ ବ୍ରିଟେନରୁ ବିଦା ହେବେ ଶରଣାର୍ଥୀ ! ଓଡିଶା ୪୩.୮ଂ ସହ ଭୁବନେଶ୍ୱର ରାଜ୍ୟର ଉତ୍ତପ୍ତ ସହର