32.8 C
Bhubaneswar
Wednesday, June 17, 2026
Homeଓଡିଶାହାତୀ ଆକ୍ରମଣରେ ଯୁବକ ମୃତ

ହାତୀ ଆକ୍ରମଣରେ ଯୁବକ ମୃତ

କଦଳୀଗଡ: ରେଢ଼ାଖୋଲ ବନଖଣ୍ଡ ବଡବାହାଳ ରେଞ୍ଜ ଅନ୍ତର୍ଗତ ରେଢାଖୋଲ ଥାନା ସାନ ନୂଆପଡା ଗାଁ ପୀଢ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଜଣକ ଅନୁଗୁଳ ଜିଲା କିଶୋରନଗର ବ୍ଲକ ଟାପୁରସିଙ୍ଗା ଗାଁର ନରେନ୍ଦ୍ର ପ୍ରଧାନ ବୋଲି ଜଣା ପଡିଛି। ଆଜି ସକାଳୁ ସାନ ନୂଆପଡା ଗ୍ରାମବାସୀ ପୀଢ ନିକଟରେ ନରେନ୍ଦ୍ରଙ୍କ ମୃତଦେହ ପଡିଥିବା ଦେଖିଥିଲେ। ମୃତ ଶରୀରର ପାରିପାର୍ଶ୍ବିକ ଅବସ୍ଥା ଓ ନିକଟରେ ହାତୀ ପାଦଚିହ୍ନ ହାତୀ ଆକ୍ରମଣରେ ମୃତ୍ୟୁ ହୋଇ ଥାଇପାରେ ବୋଲି ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking