33.1 C
Bhubaneswar
Tuesday, May 21, 2024
Homeଓଡିଶାଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର

ଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର

ଟିଟିଲାଗଡ଼: ଭିଜିଲାନ୍ସ ହାତରେ ଡାଟା ଏଣ୍ଟ୍ରି ଅପରେଟର। ଟିଟିଲାଗଡ଼ ଉପଖଣ୍ଡ ସଇଁତଲା ତହସିଲ ଅନ୍ତର୍ଗତ ବେଲଗାଁ ଏଆରଆଇ ଜ୍ୟୋସ୍ନା ମାଝୀ ଏବଂ ଡାଟା ଏଣ୍ଟ୍ରି ଅପରେଟର ମଣ୍ଟୁ ନନ୍ଦ ଭିଜିଲାନ୍ସ ଜାଲରେ ପଡିଛନ୍ତି । କଳାହାଣ୍ଡି ଜିଲ୍ଲା ବାଭନିମୁଣ୍ଡା ଗାଁ ର ବାସୁଦେବ ରଣାଙ୍କ ଜମି ଚିହ୍ନଟ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଲାଞ୍ଚ ନେବା ସମୟରେ ବଲାଙ୍ଗିର ଭିଜିଲାନ୍ସ ବିଭାଗ ଉଭୟଙ୍କୁ କାବୁ କରି ନିଜ ହେପାଜତକୁ ନେଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking