29.1 C
Bhubaneswar
Saturday, April 27, 2024
Homeଅପରାଧଘର ଭିତରୁ ୬ ମୃତ ଦେହ ଉଦ୍ଧାର

ଘର ଭିତରୁ ୬ ମୃତ ଦେହ ଉଦ୍ଧାର

ପାଟଣାଗଡ଼ : ଘର ଭିତରୁ ସନ୍ଦେହଜନକ ଭାବରେ ୬ଟି ମୃତଦେହ ମିଳିଛି । ପାଟଣାଗଡ଼ର ସଁଅର ସାହିରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ବିଷୟରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । ଘର ଭିତରେ କମ୍ବଳ ଘୋଡୋଇ ହୋଇ ୬ଟି ଶରୀର ଉଦ୍ଧାର କରାଯାଇଛି । ତେବେ ସାଇଣ୍ଟିଫିକ ଟିମ ପହଞ୍ଚି ଏହା ମୃତ ଶରୀର କି ନାହିଁ ତାହା ସ୍ପଷ୍ଟ କରିବ ବୋଲି ପାଟଣାଗଡ଼ ଆଇଆଇସି ପ୍ରୟଙ୍କା ରାଉତରାୟ ସୂଚନା ଦେଇଛନ୍ତି । ପୋଲିସ ସେଠାରେ ପହଂଚି ଏହାର ତଦନ୍ତ ଆରମ୍ଭ କରିଛି । ତଦନ୍ତ ପରେ ଏହା ହତ୍ୟା କି ଆତ୍ମହତ୍ୟା ବୋଲି ଜଣା ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking