30.1 C
Bhubaneswar
Wednesday, April 24, 2024
Homeଓଡିଶାଜବତ ହେଲା ସାଢେ ୬ କେଜି ସୁନା

ଜବତ ହେଲା ସାଢେ ୬ କେଜି ସୁନା

ଗଞ୍ଜାମ : ସାଢେ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ । ପୁରୁଷୋତ୍ତମପୁର ଅଞ୍ଚଳର ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ସୁନା ଗହଣା ଲୁଟ ହେଇଥିବା ଅଭିଯୋଗ ହେଇଥିଲ । ତାକୁ ନେଇ ପୋଲିସ ତଦନ୍ତ ଚାଲୁ ରଖିଥିଲା ଓ ଏବେ ଏହି ସଫଳତା ହାସଲ କରିଛି । ଚୋରି ଅଭିଯୋଗରେ ୧୦ ଜଣ ଓ ଚୋର ଓ ସୁନା କିଣିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛି । ବୋଲି ପୋଲିସ ଡ଼ିଆଇଜି ସତ୍ୟବ୍ରତ ଭୋଇଙ୍କ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking