32.1 C
Bhubaneswar
Friday, April 26, 2024
Homeଓଡିଶାକପିଳାସ ବନାଞ୍ଚଳରୁ ଚାରୋଟି ଦେଶୀ ବନ୍ଧୁକ ଜବତ

କପିଳାସ ବନାଞ୍ଚଳରୁ ଚାରୋଟି ଦେଶୀ ବନ୍ଧୁକ ଜବତ

ଢେଙ୍କାନାଳ ବନବିଭାଗକୁ ମିଳିଛି ବଡ ସଫଳତା । କପିଳାସ ବନାଞ୍ଚଳରୁ ଚାରୋଟି ଦେଶୀ ବନ୍ଧୁକ, ଦୁଇଟି ହରିଣ ଛାଲ, ଶୀକାର ପାଇଁ ବ୍ୟବହାର କରାଯାଉଥିବା ଶହେଟି ଫାସ,ବଜ୍ରକାପ୍ତାର କିଛି କାତି ଜବତ କରାଯାଇଛି । ତା ସହିତ ପାଞ୍ଚ ଜଣ ଶୀକାରୀଙ୍କୁ ମଧ୍ୟ ଗିରଫ କରିଛି ବନବିଭାଗ ।ଗିରଫ ଶୀକାରୀ ମାନେ ହେଲେ ନବ ବାଲ୍ମୁଚି,ବୁଡୁ ବାଲ୍ମୁଚି,ରତ୍ନା ବାଲ୍ମୁଚି,କୁରୁପା ବାଇପି ଓ ସନାତନ ଦେହୁରୀ । ସମସ୍ତଙ୍କ ବୟସ ୨୦ରୁ ୩୫ ବର୍ଷ ମଧ୍ୟରେ ବୋଲି ସୁଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ । ସମସ୍ତ ଅଭିଯୁକ୍ତଙ୍କୁ ୱ।ଇଲ୍ଡ ଲାଇଫ ଆକ୍ଟ ୧୯୭୨ ଅଧିନରେ ଗିରଫ କରାଯାଇଛି ଓ କୋର୍ଟ ଚାଲାଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking