33.1 C
Bhubaneswar
Saturday, April 27, 2024
Homeଓଡିଶାଦେଶୀ ମଦ ଜବତ ସହ ୩ ଗିରଫ

ଦେଶୀ ମଦ ଜବତ ସହ ୩ ଗିରଫ

ଯାଜପୁର : ଟମକା ଥାନା ଅଧିକାରୀଣି ଦ୍ୱାରା ଦେଶୀ ମଦ ସହିତ ବିଦେଶୀ ମଦ ଜବତ କରିଥିଲେ଼।ଏହି ଘଟଣା ରେ ୩ ଗିରଫ । ସୂଚନାଯୋଗ୍ୟ ଟାମକା ଥାନା ଆଇଆଇସି ସଂଘମିତ୍ରା ନାୟକ ବିଶେଷ ସୂତ୍ରରୁ ଖବର ପାଇ ଟମକା ଥାନା ଅନ୍ତର୍ଗତ ଜନ୍ଦାପାଳ ଲେବୁଲ୍ କ୍ରସିଂ ନିକଟରୁ ୬୨ ଲିଟର ଦେଶୀ ଜବତ କରିବା ସହିତ୧୯୫ ବୋତଲ ବିଦେଶୀ ମଦ ଜବତ କରି ୩ ଜଣ ଙ୍କୁ ଗିରଫ କିରି କୋର୍ଟଚାଲଣ କରିଛନ୍ତି । ଘଟଣା ରେ ବ୍ୟବହୃତ ଗୋଟିଏ ସାଇକେଲ ଓ (OD-34 D-8634) ନମ୍ବର ବିଶିଷ୍ଟ ଏକ ଆକ୍ଟିଭା ସ୍କୁଟି କୁ ମଧ୍ୟ ପୋଲିସ ଜବତ କରିଛି ।ଗିରଫ ଅଭିଯୁକ୍ତ ମାନେ ହେଲେ ରମେଶ ସାହୁ (୪୨),ସୁମନ୍ତ ସାହୁ (୩୬),ସଞ୍ଜୟ ମହାନ୍ତ (୩୧) ସମସ୍ତଙ୍କ ଘର କେନ୍ଦୁଝର ଜିଲ୍ଲାରେ ସେମାନେ କେନ୍ଦୁଝର ରୁ ମଦ ନେଇକି ଯାଜପୁର ଜିଲ୍ଲା କୁ ବିକ୍ରୟ କରିବା ପାଇଁ ଆଣିକି ଆସୁଥିଲେ ବୋଲିଟମକା ଥାନା ଅଧିକାରୀଣୀ ସଙ୍ଘମିତ୍ରା ନାୟକଙ୍କ ଠାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking