29.1 C
Bhubaneswar
Sunday, May 5, 2024
Homeଓଡିଶାଗୁଗୁଲରେ ଚାକିରି ଖୋଜି ଠକାମିର ଶିକାର

ଗୁଗୁଲରେ ଚାକିରି ଖୋଜି ଠକାମିର ଶିକାର

ସୋର : ଗୁଗୁଲରେ ପାର୍ଟ ଟାଇମ୍ ଜବ୍ ସର୍ଚ୍ଚ କରି ଠକାମିର ଶିକାର ହୋଇଛନ୍ତି ଯୁବକ । ଅଇଁରି ଗାଁର ଜଣେ ଯୁବକ ୬୨ ହଜାର ଟଙ୍କା ହରାଇଛନ୍ତି । ମୋବାଇଲ ନମ୍ବର ମାଗିବା ସହ ରେଜିଷ୍ଟ୍ରସନ କରିଥିଲେ ଦୁର୍ବୃତ ଏବଂ ପରେ ଆକାଉଣ୍ଟରୁ ୬୨ ହଜାର ଟଙ୍କା କଟିଥିବାର ଅଭିଯୋଗ ଆସିଛି । ସୋର ଥାନାରେ ଅଭିଯୋଗ କଲେ ଠକାମିର ଶିକାର ହୋଇଥିବା ଯୁବକ ।

୫ ଦିନ ପାଇଁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ; ୧୦ ଜିଲ୍ଲାକୁ ସତର୍କ ସୂଚନା ଜାରି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking