28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶପାଣି ଅପଚୟ ପାଇଁ ଜରିମାନା ଦେଲେ ବେଙ୍ଗାଲୁରୁର ୨୨ ପରିବାର

ପାଣି ଅପଚୟ ପାଇଁ ଜରିମାନା ଦେଲେ ବେଙ୍ଗାଲୁରୁର ୨୨ ପରିବାର

ବେଙ୍ଗାଲୁରୁ : ପାଣିର ବ୍ୟବହାର ପାଇଁ ମଧ୍ୟ ବେଙ୍ଗାଲୁରୁରେ କଟକଣାମାନ ଜାରି କରାଯାଇଥିଲା । ଏହି କଟକଣାକୁ ଉଲଘଂନ କଲେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା । ପାନୀୟ ଜଳର ଅପଚୟ କରି ବେଙ୍ଗାଲୁରୁରେ ୨୨ ପରିବାର ପ୍ରାୟ ୫ ହଜାର ଟଙ୍କା ଜରିମାନା ଦେବେ ବୋଲି ଲାଗୁ କରାଯାଇଛି । କାର୍ ଧୋଇବା, ଘର ନିର୍ମାଣ ସହ ଗଛରେ ପାଣି ଦେବା କାର୍ଯ୍ୟରେ ପାନୀୟ ଜଳର ବ୍ୟବହାର ନ କରିବାକୁ ବାରଣ କରାଯାଇଥିଲା । କିନ୍ତୁ ବେଙ୍ଗାଲୁରୁର ୨୨ ପରିବାର ଏହି ନିୟମକୁ ଉଲଘଂନ କରିଛନ୍ତି । ଯେଉଁ କାରଣରୁ ୨୨ ପରିବାର ପ୍ରାୟ ୫ ହଜାର ଟଙ୍କା ଜରିମାନା ଦେବେ । ପାନୀୟ ଜଳ ପାଇଁ ବେଙ୍ଗଲୁରୁଵାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାନୀୟ ଜଳ ପାଇଁ ବେଙ୍ଗଲୁରୁଵାସୀଙ୍କୁ ଗୋଟେ କି ଦୁଇ ଦିନ ଅପେକ୍ଷା କରିବା ପାଇଁ ପଡୁଛି । ପାନୀୟ ଜଳ ପାଇଁ ମଧ୍ୟ ବହୁ ଦେୟ ଦେବା ପାଇଁ ପଡୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking