28.1 C
Bhubaneswar
Saturday, April 27, 2024
Homeଅପରାଧସୁନା ଦୋକାନୀଙ୍କୁ ଲକ୍ଷେ ଠକି ଯୁବକ ଗିରଫ

ସୁନା ଦୋକାନୀଙ୍କୁ ଲକ୍ଷେ ଠକି ଯୁବକ ଗିରଫ

ଭୁବନେଶ୍ୱର: ଠକେଇ କରିବା ଭିନ୍ନ ଭିନ୍ନ ତରୀକା ଆପଣାଉଛନ୍ତି ଅପରାଧୀ । ଠିକ ଏମିତି  ରାଜଧାନୀରେ ସୁନା ଦୋକାନୀଙ୍କୁ ଅନଲାଇନରେ ଠକି ଜଣେ ଯୁବକ ଗିରଫ ହୋଇଥିବା ସୂଚନା ମିଳିଛି । ଫୋନ ପେ ରେ ନକଲି ସକସେସ ମେସେଜ ଦେଖାଇ ଲକ୍ଷେ ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ଏହି ଠକେଇ ଅଭିଯୋଗରେ ସଂପୃକ୍ତ ଯୁବକଙ୍କୁ ତମାଣ୍ଡୋ ପୋଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣକ ମୁମ୍ବାଇର ରାଜୀବ ଗୁପ୍ତା ବୋଲି ପୋଲିସ ସୂଚନା ଦେଇଛି । ଏକ ମଲରେ ଥିବା ଦୋକାନରୁ ସୁନା ଓ ରୂପା ଗହଣା ନେଇ ଚମ୍ପଟ ସେ ମାରିଥିଲା ।

 

କୋଭିଡ ସହାୟତା ପାଇଁ ଜାରି ହେବ ଏସଓପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking