33.1 C
Bhubaneswar
Monday, May 6, 2024
Homeଓଡିଶାକାରରୁ ୩୦ ଲକ୍ଷ ଟଙ୍କା ଜବତ

କାରରୁ ୩୦ ଲକ୍ଷ ଟଙ୍କା ଜବତ

ମାଲକାନଗିରି: ଓଡିଶା ଛତିଶଗଡ ସୀମା ମାଲକାନଗିରି ଚାଲାଣଗୁଡାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା । ନିର୍ବାଚନ ନେଇ ମଙ୍ଗଳବାର ସୀମାରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ଏତେ ପରିମାଣର ଟଙ୍କା ଧରାପଡିଛି ।

ଛତିଶଗଡରୁ ଆସୁଥିବା ଏକ ଯାଞ୍ଚ କରାଯିବା ସମୟରେ ଏହି ଟଙ୍କା ଜବତ ହୋଇଛି। କାରରେ ଥିବା ଜଣେ ବ୍ୟକ୍ତି ଏବଂ ଡ୍ରାଇଭରଙ୍କୁ ରଖି ପୁଲିସ୍ ପଚରାଉଚରା କରୁଛି। ଉଭୟ ବ୍ୟକ୍ତି ଟଙ୍କା ସମ୍ପର୍କରେ ସଠିକ୍ ଉତ୍ତର ଦେଇପାରୁନଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ତେବେ ୩୦ ଲକ୍ଷ ଟଙ୍କା କେଉଁଠୁ ଆସିଲା , କେଉଁଆଡେ ଯାଉଥିଲା ସେ ନେଇ ଏବେ ତଦନ୍ତ ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking