30.1 C
Bhubaneswar
Monday, May 6, 2024
Homeଓଡିଶାଘରେ ନିଆଁ ଲଗାଇଲେ ଦୁର୍ବୃିତ୍ତ

ଘରେ ନିଆଁ ଲଗାଇଲେ ଦୁର୍ବୃିତ୍ତ

ନିଆଳି : କାନ୍ଥ ଭାଙ୍ଗି ପଶିବା ପରେ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ତାମ୍ପଡା ରଘୁନାଥପୁର ଗାଁରେ ଜଣଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ଆସବାପତ୍ର ସହ ୪ ବଖରା ଘର ଜଳିଯିବାର ସୂଚନା ମିଳିଛି । ଘର ଭିତରେ ଥିବା ମହିଳା ଓ ତାଙ୍କ ୨ ଶିଶୁ ଅଳ୍ପକେ ବର୍ତ୍ତିଛନ୍ତି । ପୂର୍ବ ଶତ୍ରୁତାରୁ କେହି ଘରେ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking