30.1 C
Bhubaneswar
Saturday, May 4, 2024
Homeଅପରାଧଭାଇର ବେକ କାଟିଲା ନୃଶଂସ ଭାଇ

ଭାଇର ବେକ କାଟିଲା ନୃଶଂସ ଭାଇ

ବାରଙ୍ଗ : ବାରଙ୍ଗ ଥାନା ଗୋଡିସାହିରେ ଭାଇର ବେକ କାଟିଲା ଭାଇ। କଟକ ଶିଖରପୁରର ସୋମବ୍ରତ ବେହେରା ବଡ଼ବାପା ପୁଅ ଭାଇ ସୂର୍ୟ୍ୟବ୍ରତ ବେହେରାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଉଭୟ ମଦ୍ୟପାନ କରିଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ହଠାତ ସୂର୍ୟ୍ୟବ୍ରତ ଏକ ଧାରୁଆ ଅସ୍ତ୍ରରେ ସୋମବ୍ରତଙ୍କ ଗଳାକୁ ଆକ୍ରମଣ କରିଥିଲେ। ବଡ଼ ବାପା ପୁଅ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ଆହତ ଯୁବକଙ୍କ ସାଙ୍ଗମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ପୋଲିସର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking