35.1 C
Bhubaneswar
Saturday, May 4, 2024
Homeଓଡିଶାସିଇଓଙ୍କୁ ପୁଣି ବିଜେଡିର ଫେରାଦ

ସିଇଓଙ୍କୁ ପୁଣି ବିଜେଡିର ଫେରାଦ

ଭୁବନେଶ୍ବର: ପରାଜୟ ଭୟରେ ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଛି ବିଜେପି । ଆଇନ ଉଲ୍ଲଂଘନ କରିବା ଯେପରି ବିଜେପିର ଅଭ୍ୟାସରେ ପରିଣତ ହେଲାଣି । ଏହା ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସିଇଓଙ୍କ ପାଖରେ ପ୍ରାର୍ଥନା କରିଆସୁଛି ବିଜେଡି । ଏହା ଭିତରେ ବିଜେପି ବିରୋଧରେ ବିଜେଡି ଗୁରୁବାର ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ।

ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking