32.1 C
Bhubaneswar
Friday, April 26, 2024
Homeଓଡିଶାନିୟମ ମାନି ପୂଜା କରିବେ ବୋଲି ପ୍ରସ୍ତାବ ରଖିଲେ ପୂଜା କମିଟି

ନିୟମ ମାନି ପୂଜା କରିବେ ବୋଲି ପ୍ରସ୍ତାବ ରଖିଲେ ପୂଜା କମିଟି

ଯାଜପୁର : ଚଳିତବର୍ଷ ଯାଜପୁରର ଗଣପର୍ବ କାଳିପୂଜା ଅତ୍ୟନ୍ତ ନିରାଡ଼ମ୍ବର ଭାବେ କରାଯିବ। ଏ ନେଇ ସହରର ସମସ୍ତ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସହରର ସମସ୍ତ ପୂଜା କମିଟି ଏକତ୍ରିତ ହୋଇ କୋରୋନା କଟକଣା ଥିବାରୁ ପୂଜା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରେ ଶ୍ୟାମା କାଳୀପୂଜା କମିଟି ଏବଂ ଲଷ୍ମୀ ପୂଜା କମିଟିର ଉପଦେଷ୍ଟା କର୍ଣଟ କେଶରୀ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କାଳୀ ପୂଜା ପାଳନ ନେଇ ରାଜ୍ୟ ସରକାର ଙ୍କ ଗାଇଡ଼ ଲାଇନ ଆସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ କହିଛନ୍ତି। କୋରୋନା କଟକଣା କୁ ପାଳନ କରି ପୂଜା କରାଯିବ ଓ ବିଧି ରକ୍ଷା କରାଯିବ ବୋଲି ଜିଲ୍ଲାପାଳ ପୂଜା କମିଟି ସଦସ୍ୟ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking