32.1 C
Bhubaneswar
Thursday, March 28, 2024
Homeଓଡିଶାଯୁବତୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଥିବା ଭିଡ଼ିଓ ଭାଇରାଲ

ଯୁବତୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ ମାରିଥିବା ଭିଡ଼ିଓ ଭାଇରାଲ

ଯାଜପୁର: ଯାଜପୁର କଳିଙ୍ଗନଗର ଜଖପୁରା ଅଞ୍ଚଳରେ ଅଭାବନିୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ମଦ୍ୟପଙ୍କ ଉନ୍ମୋକ୍ତ କାଣ୍ଡ। ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଯୁବତୀଙ୍କୁ ଗାଁ ଦାଣ୍ଡରେ ଉଲଗ୍ନ କରି ଘୋଷାରି ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଲା। ଏ ଭିଡ଼ିଓ ଭାଇରାଲ ଘଟଣା ଚର୍ଚାକୁ ଆସିଥିବା ବେଳେ ଆଜି ଜନସାଧାରଣଙ୍କ ମନେ ନିନ୍ଦନୀୟ ଘଟଣା ବୋଲି କହିଥାନ୍ତି। ସୂଚନାଯୋଗ୍ୟ ଗତ କାଲି ଅଭିଯୁକ୍ତ କେଶବ ମଳିକ ଓ ତାଙ୍କ ପୁଅ ଚେମା ମଳିକ ପାରିବାରିକ କଳହକୁ କେନ୍ଦ୍ରକରି ପୀଡିତା ନନ୍ଦିନୀ ମଳିକଙ୍କୁ ଗାଁ ଦାଣ୍ଡରେ ଘୋଷାରି ଉଲଗ୍ନ କରି ଅତି ନିର୍ମମ ଭାବେ ମାଡ଼ ମାରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଖପୁରା ପୋଲିସ ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ବାପ ପୁଅ ଦ୍ବୟଙ୍କୁ ଗିରଫ ଏକ ମାମଲା ରୁଜ୍ଜୁ କରି ବାପ ପୁଅଙ୍କୁ କୋର୍ଟ ଚାଲାଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking