32.1 C
Bhubaneswar
Friday, April 26, 2024
Homeଓଡିଶାଶଙ୍କରାଚାର୍ଯ୍ୟ ଯାହା ନିଷ୍ପତ୍ତି ନେବେ ମାନିବୁ - କଂଗ୍ରେସ

ଶଙ୍କରାଚାର୍ଯ୍ୟ ଯାହା ନିଷ୍ପତ୍ତି ନେବେ ମାନିବୁ – କଂଗ୍ରେସ

ପୁରୀ :ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରେ ନିୟମ ବାହାରେ ହେଉଥିବା କାର୍ଯ୍ୟ କୁ କଂଗ୍ରେସ ର ବିରୋଧ । ନିୟମ ବାହାରେ କାର୍ଯ୍ୟକୁ ବିରୋଧ କରୁଛି କହିଲେ ଆର୍ଯ୍ୟ ଜ୍ଞାନେନ୍ଦ୍ର । କାଲି ଜଗତଗୁରୁଙ୍କି ଭେଟିଥିଲୁ । ବିଜେଡି କୁ ଛାଡି ସମସ୍ତେ କାମ କୁ ବିରୋଧ କରିଥିଲେ । ବିକାଶ ନାଁ ରେ ବିନାଶ କୁ ସମସ୍ତେ ବିରୋଧ କରିଥିଲେ । ୧୦ ଟି ଆଇନ ଉଲଂଘନ ହୋଇଛି । ବିନା ଅନୁମତି ରେ ଇଟା ଖଣ୍ଡେ ଉଠିବା କଥା ନୁହେଁ । ଏବେ ଶଙ୍କରାଚାର୍ଯ୍ୟ ଯାହା ନିଷ୍ପତ୍ତି ନେବେ ତାହା ମାନିବୁ ବୋଲି କହିଛନ୍ତି ଆର୍ଯ୍ୟ ଜ୍ଞାନେନ୍ଦ୍ର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking