26.7 C
Bhubaneswar
Friday, April 19, 2024
Homeଦେଶ ବିଦେଶସମାଜବାଦୀ ପାର୍ଟିରେ ଯୋଗଦେଲେ କପିଲ ସିବଲ୍‌

ସମାଜବାଦୀ ପାର୍ଟିରେ ଯୋଗଦେଲେ କପିଲ ସିବଲ୍‌

ୟୁପି : ସମାଜବାଦୀ ପାର୍ଟିରେ ଯୋଗଦେଲେ କପିଲ ସିବଲ୍ । ହାତ ଛାଡି ସାଇକେଲ ରେ ବସିଲେ ବରିଷ୍ଠ କଂଗ୍ରେସ ନେତା ସିବଲ୍ । ସମାଜବାଦୀ ପାର୍ଟିରେ ଯୋଗ ଦେବା ସହ ରାଜ୍ୟସଭା ଟିକେଟ ପାଇଲେ । ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଙ୍କ ଉପସ୍ଥିତି ରେ ନାମାଙ୍କନ ଭରିଲେ । ମେ ୧୬ ରେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଲେ ସିବଲ୍ । ନାମାଙ୍କନ ଦାଖଲ କରିବା ପରେ କପିଲ ସିବଲ କହିଛନ୍ତି, ମୁଁ ୧୬ ମେ ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛି । ମୁଁ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛି । ମୁଁ ସର୍ବଦା ଦେଶରେ ଏକ ସ୍ୱାଧୀନ ସ୍ୱର ହେବାକୁ ଚାହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking