34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୩ ଆତଙ୍କୀ ନିପାତ

୩ ଆତଙ୍କୀ ନିପାତ

ଜାମ୍ମୁକାଶ୍ମୀର : କାଶ୍ମୀର ରେ ଏନକାଉଣ୍ଟର ।୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଜଣେ ପୋଲିସ ଅଫିସର ସହିଦ ହୋଇଛନ୍ତି । ବାରମୁଳା ଖେରୀର ନାଜିଭଟ କ୍ରସିଂରେ ପୋଲିସ ଆତଙ୍କବାଦୀ ମୁହାଁ ମୁହିଁ ହୋଇଥିଲେ । ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ଓ ପୁଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମୃତ ସମସ୍ତ ଆତଙ୍କବାଦୀ ପାକିସ୍ତାନୀ ହୋଇଥିବା ପୁଲିସ ର ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking