24.1 C
Bhubaneswar
Thursday, May 9, 2024
Homeଓଡିଶା‘ସବୁ ବଡ ନଦୀ ବିପଦସଂକେତ ତଳେ’

‘ସବୁ ବଡ ନଦୀ ବିପଦସଂକେତ ତଳେ’

ଭୁବନେଶ୍ୱର : ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ରଙ୍କ ମନ୍ତବ୍ୟ । ରାଜ୍ୟର ୮ଟି ପ୍ରମୁଖ ଜଳ ଭଣ୍ଡାର ସ୍ଥିତି ଠିକ୍ ଅଛି, ବନ୍ୟା ଖବର ଆସୁନି ।କାଶୀନଗରରେ ବଂଶଧାରା ବଢୁଛି , କିନ୍ତୁ ବିପଦ ସଂକେତ ତଳେ ଅଛି । ଟିକରପଡା , ଖଇରମାଳ ଓ ନରାଜ ଠାରେ ମହାନଦୀ ବି ଟିକେ ବଢୁଛି । ନିମାପଡାରେ କୁଶଭଦ୍ରା, ଆଳିପିଙ୍ଗଳରେ ଦେବୀ ନଦୀ ବି ବଢୁଛନ୍ତି । ବୁଢାବଳଙ୍ଗ, ସୁବର୍ଣ୍ଣରେଖା ଓ ରୁଷିକୂଲ୍ୟା ମଧ୍ୟ ରାଇଜିଂ ଟ୍ରେଣ୍ଡରେ ଅଛି । କିନ୍ତୁ ସବୁ ନଦୀ ବିପଦ ସଂକେତ ତଳେ ପ୍ରବାହିତ ହୋଇଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସମୁଦ୍ରରେ ବଳ ଗୋଟାଉଛି ଲଘୁଚାପ, ନେବ ଗଭୀର ଅବପାତ ରୂପ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking